суббота, 4 января 2020 г.

Big breaking news: ଫାଇନ ଆଦାୟ ବିରାଧରୁ ତୀବ୍ର ଉତ୍ତେଜନା | News18 Odia(07/09/2019)

#people and police face-off

#big breaking news

#News18 Odia

Big breaking news: ରାଜଧାନୀ ଭୁବନେଶ୍ୱରରେ ନମ୍ବର ପ୍ଲେଟ ନଥିବାରୁ ପୋଲିସ ଫାଇନ ଭରିବା ପାଇଁ କହିବାରୁ ଲୋକଙ୍କ ଭିତରେ ବଢ଼ିଲା ଉତ୍ତେଜନା ତା ସହ ପୋଲିସ ସରକାରୀ ଗାଡ଼ିରୁ କିଛି ଚେକିଂ କରାଯାଉନି | ରାଜମହଲ ଛକରେ ପୋଲିସ -ଜନତା ମୁହାଁମୁହିଁ | ପୋଲିସଙ୍କ ପକ୍ଷପାତ ଯୋଗୁଁ ଆରମ୍ଭ ହୋଇଥିଲା ତୀବ୍ର ଉତ୍ତେଜନା |

News18 Odia is one of India’s leading news channel. Please follow up page to watch live and breaking news with the latest videos added every hour.

News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ | ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ

Please visit our website www.news18odia.com for the latest opinions and detailed news coverage. Follow us on

Facebook: our channel to get latest news and updates